ହୋମ ଆଇସୋଲେସନ (ପୃଥକବାସ) ପାଇଁ ଜାରି ହେଲା ଏସ୍‌ଓପି

ଭୁବ‌େନଶ୍ବର : ରାଜଧାନୀରେ ଏବେ ପ୍ରାୟ ୧୫୦୦ରୁ ଅଧିକ ଆକ୍ରାନ୍ତ ଘରେ ପୃଥକବାସ‌ରେ ରହି କିମ୍ବା ହୋଟେଲରେ ପୃଥକବାସରେ ରହି ଚିକିତ୍ସିତ ହେଉଛନ୍ତି। କିନ୍ତୁ ସେମାନଙ୍କ ସେମାନଙ୍କୁ ଗୁଣାତ୍ମକ ଚିକିତ୍ସା‌ ମିଳୁନି ବୋଲି ଅଭିଯୋଗ ହେଉଛି। ଏପରିକି ହଠାତ୍ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲେ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଆମ୍ବୁଲାନ୍ସ ଆସୁନି। ରାତିରେ ଫୋନ୍‌ କଲେ କେହି ସହଯୋଗ କରୁନାହାନ୍ତି। ଏହିଭଳି ବହୁ ଅଭିଯୋଗ ଆସିବା ପରେ ଏବଂ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ … Continue reading ହୋମ ଆଇସୋଲେସନ (ପୃଥକବାସ) ପାଇଁ ଜାରି ହେଲା ଏସ୍‌ଓପି